ଡକ୍ଟର ରଞ୍ଜନ ପ୍ରଧାନ

ନାମ: ଡକ୍ଟର ରଞ୍ଜନ ପ୍ରଧାନ
ପତ୍ନୀ: ପ୍ରଜ୍ଞା ପ୍ରଧାନ
କନ୍ୟା: ସମୀକ୍ଷା ପ୍ରଧାନ (ଜ୍ୟେଷ୍ଠ), ସୂଚନା ପ୍ରଧାନ (କନିଷ୍ଠ)
ପିତା: ମାଗୁଣୀ ପ୍ରଧାନ
ମାତା: ନୟନା ପ୍ରଧାନ
ଜେଜେବାପା (ପିତାଙ୍କ ପିତା): ନିଶାମଣି ପ୍ରଧାନ
ଜେଜେମା’ (ପିତାଙ୍କ ମାତା): ସାରିଆ ପ୍ରଧାନ
ଅଣଜେଜେ (ଜେଜେଙ୍କ ବାପା): ଦନେଇ ପ୍ରଧାନ
ଅଣଜେଜେମା’ (ଜେଜେଙ୍କ ମା’): ମଥୁରୀ ପ୍ରଧାନ
ପଣ ଜେଜେ (ଜେଜେଙ୍କ ବାପାଙ୍କ ବାପା): ଭାଗବତ ପ୍ରଧାନ (ବୈରୀଗଞ୍ଜନ) ପ୍ରଧାନ ସେନାପତି ଥାଇ ଶତୃଶିବିରରେ ଆତଙ୍କ ସୃଷ୍ଟି କରିଥିବାରୁ ତତ୍କାଳୀନ କୁଜଙ୍ଗ ରାଜାଙ୍କଠାରୁ ‘ବୈରୀଗଞ୍ଜନ’ ଉପାଧିପ୍ରାପ୍ତ
ପଣଜେଜେ ମା’ (ଜେଜେଙ୍କ ବାପାଙ୍କ ମାଆ: ଲକ୍ଷ୍ମୀ ସାଆନ୍ତାଣୀ
ସ୍ଥାୟୀ ଠିକଣା:
‘‘ଉପତ୍ୟକା’’
ଗ୍ରାମ: ନିଗିନିପୁର, ପୋଷ୍ଟ: ସାନଜରିଆ, ଭାୟା: ଜରିଆ, ଜିଲ୍ଲା: କେନ୍ଦ୍ରାପଡ଼ା-୭୫୪୨୧୬
ବର୍ତ୍ତମାନର ଠିକଣା
ବରିଷ୍ଠ ଜିଲ୍ଲା ପ୍ରତିନିଧି, ସମ୍ବାଦ, କନ୍ଧମାଳ (ଫୁଲବାଣୀ)
ଫୋନ୍: ୯୪୩୭୨୧୩୮୫୪
Website: www.ranjanpradhanwriter.com
ଜନ୍ମ ତାରିଖ: ୧ ମଇ ୧୯୭୯
ରାଶି: ତୁଳା (ବିଶାଖା)
ଶିକ୍ଷା
ବିଦ୍ୟାଳୟ ଶିକ୍ଷା: ମାଟ୍ରିକ ଉତ୍ତୀର୍ଣ୍ଣ: ନୃସିଂହଜୀଉ ଉଚ୍ଚ ବିଦ୍ୟାଳୟ, ନିଗିନିପୁର, ସାନଜରିଆ, କେନ୍ଦ୍ରାପଡ଼ା
ମହାବିଦ୍ୟାଳୟ ଶିକ୍ଷା: ଯୁକ୍ତ-୨ ବିଜ୍ଞାନ ଏବଂ ବିଜ୍ଞାନ ସ୍ନାତକ (ପ୍ରାଣୀ ବିଜ୍ଞାନ ସମ୍ମାନ), କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା
ବିଶ୍ବବିଦ୍ୟାଳୟ ଶିକ୍ଷା: ସ୍ନାତକୋତ୍ତର (ଓଡ଼ିଆ), ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର
ଉଚ୍ଚତର ଗବେଷଣା: ପିଏଚ୍ଡି (ଓଡ଼ିଆ ଭାଷା ଓ ସାହିତ୍ୟ), ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ଭୁବନେଶ୍ବର
ବୃତ୍ତିଗତ ଶିକ୍ଷା
ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା, ସାମ୍ବାଦିକତା ଓ ଗଣ ଯୋଗାଯୋଗ, (ପିଜିଜେଏମ୍ସି), ଇଗ୍ନୁ, ନୂଆଦିଲ୍ଲୀ
ସ୍ନାତକୋତ୍ତର, ସାମ୍ବାଦିକତା ଓ ଗଣ ଯୋଗାଯୋଗ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ (ବର୍ତ୍ତମାନର ଶ୍ରୀରାମଚନ୍ଦ୍ର ବିଶ୍ବବିଦ୍ୟାଳୟ), ବାରିପଦା
ଅଭିଜ୍ଞତା:
୧. ଓଡ଼ିଆ ଦୈନିକ ଖବରକାଗଜ ‘ସମ୍ବାଦ’ରେ ତିନି ଦଶନ୍ଧି କାଳ ସାମ୍ବାଦିକ ଭାବେ କାର୍ଯ୍ୟ କରିବା
୨. ଅବିଭକ୍ତ କୋରାପୁଟ (ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କୋରାପୁଟ), ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ କନ୍ଧମାଳ ଭଳି ଆଦିବାସୀବହୁଳ ଜିଲ୍ଲାମାନଙ୍କରେ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ଏବଂ ଏଠାକାର ଜନଜାତି ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜ୍ଞାନ ହାସଲ କରିବା
୩. ସମଗ୍ର ଓଡ଼ିଶାର ନଦନଦୀ ଓ ପାହାଡ଼ମାନଙ୍କ ସମ୍ପର୍କରେ ବହୁ ଜ୍ଞାତ, ଅଜ୍ଞାତ ଓ ସ୍ବଳ୍ପଜ୍ଞାତ ତଥ୍ୟ ଜାଣିବା
ପୁରସ୍କାର ଓ ସମ୍ବର୍ଦ୍ଧନା
୧. ଜାଗରୂକ ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ, କେନ୍ଦ୍ରାପଡ଼ା ଆନୁକୁଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାରେ ପ୍ରଥମ ପୁରସ୍କୃତ, ୧୯୯୮
୨. ସୃଷ୍ଟି ଓ ସ୍ରଷ୍ଟା ସମ୍ମାନ (କ୍ଷୁଦ୍ରଗଳ୍ପ), ଉମରକୋଟ, ନବରଙ୍ଗପୁର, ୨୦୦୬
୩. ୨୩ତମ ଭୁବନେଶ୍ବର ପୁସ୍ତକ ମେଳା ରବି ପଟ୍ଟନାୟକ ସ୍ମୃତି ପୁରସ୍କାର (କ୍ଷୁଦ୍ର ଗଳ୍ପ ‘ବାପା’ ପାଇଁ), ୨୦୦୭
୪. ଲେଖାଲେଖି ଯୁବ ଓଡ଼ିଆ କ୍ଷୁଦ୍ରଗଳ୍ପ ସମ୍ମାନ, ଲେଖାଲେଖି ଅନୁଷ୍ଠାନ, ଭୁବନେଶ୍ବର,୨୦୦୭
୫. ନିର୍ବାଣ ଯୁବ ପ୍ରତିଭା ସମ୍ମାନ (କ୍ଷୁଦ୍ରଗଳ୍ପ), ନିର୍ବାଣ ସାହିତ୍ୟ ପରିଷଦ, ଜୟପୁର, ୨୦୦୮
୬. ଉମାକାନ୍ତ ମହାପାତ୍ର ସ୍ମୃତି ସମ୍ମାନ (କ୍ଷୁଦ୍ରଗଳ୍ପ), କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ବର, ୨୦୦୮
୭. କେନ୍ଦ୍ର ସାହିତ୍ୟ ଏକାଡେମୀର ଭ୍ରମଣକାଳୀନ ଅନୁଦାନ (ଓଡ଼ିଆ କ୍ଷୁଦ୍ରଗଳ୍ପ ପାଇଁ), ୨୦୦୮
୮. ଗୌରୀଶଙ୍କର ସମ୍ମାନ (କ୍ଷୁଦ୍ରଗଳ୍ପ), ଶିଶୁକଲମ, ଭୁବନେଶ୍ବର, ୨୦୧୧
୯. ପଶ୍ଚିମା ଆଦିବାସୀ ସାହିତ୍ୟ ସମ୍ମାନ (କ୍ଷୁଦ୍ରଗଳ୍ପ), ପଶ୍ଚିମା ସାହିତ୍ୟ ପତ୍ରିକା, ଭୁବନେଶ୍ବର, ୨୦୧୩
୧୦. ୩୦ତମ ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର (‘ଆଦିବାସୀ ନାଚ ଓ ଗୀତ’ ପୁସ୍ତକ ପାଇଁ), ଭୁବନେଶ୍ବର ପୁସ୍ତକମେଳା କମିଟି, ଭୁବନେଶ୍ବର, ୨୦୧୪
୧୧. ୧୭ତମ କଳିଙ୍ଗ ପୁସ୍ତକ ମେଳା ପୁରସ୍କାର (‘ଜୁଆଙ୍ଗ ପର୍ବପର୍ବାଣି’ ପୁସ୍ତକ ପାଇଁ), କଳିଙ୍ଗ ପୁସ୍ତକ ମେଳା କମିଟି, ଭୁବନେଶ୍ବର, ୨୦୧୪
୧୨. ୧୬ତମ ରାଜଧାନୀ ପୁସ୍ତକ ମେଳା ପୁରସ୍କାର (‘ଗୋନାସିକା ନନ୍ଦିନୀ: ବୈତରଣୀ’ ପୁସ୍ତକ ପାଇଁ), ରାଜଧାନୀ ପୁସ୍ତକ ମେଳା କମିଟି, ଭୁବନେଶ୍ବର, ୨୦୧୫
୧୩. ୧୯ତମ ‘ମନ୍ଥନ’ ଯୁବ ପ୍ରତିଭା ପୁରସ୍କାର (ସାମ୍ବାଦିକତା ପାଇଁ), ମନ୍ଥନ ସାପ୍ତାହୀକ ପତ୍ରିକା, ଭୁବନେଶ୍ବର, ୨୦୧୫
୧୪. ଯୁବଜ୍ୟୋତି ପ୍ରତିଭା ସମ୍ମାନ, (ସାମ୍ବାଦିକତା ପାଇଁ), ସାହାରା ଜନମଞ୍ଚ, ଭୁବନେଶ୍ବର, ୨୦୧୫
୧୫. କିଶୋରୀ ଚରଣ ପୁରସ୍କାର (ଓଡ଼ିଆ କ୍ଷୁଦ୍ରଗଳ୍ପ ପୁସ୍ତକ ‘ଭିଟାମିନ୍’ ପାଇଁ), କିଶୋରୀ ଚରଣ ସ୍ମୃତି ସଂସଦ, କଟକ, ୨୦୧୬
୧୬. ଚିନ୍ତାମଣି ବେହେରା ସ୍ମୃତି କବିତା ପୁରସ୍କାର (କବିତା ପୁସ୍ତକ ‘ଭାଗବତ ଟୁଙ୍ଗି’ ପାଇଁ), ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ଉଦଳା, ମୟୂରଭଞ୍ଜ, ୨୦୧୬
୧୭. ପୁନର୍ନବା ସାହିତ୍ୟ ସମ୍ମାନ (ଜନଜାତି ଗବେଷଣା ପାଇଁ), ପୁନର୍ନବା ସାହିତ୍ୟ ସଂସଦ, ଚାନ୍ଦୋଳ, କେନ୍ଦ୍ରାପଡ଼ା, ୨୦୧୭
୧୮. ଗଳ୍ପ ଗୌରବ ସମ୍ମାନ, ପ୍ରତିଶ୍ରୁତି ପ୍ରତିଷ୍ଠାନ, ବାରିପଦା, ମୟୂରଭଞ୍ଜ, ୨୦୧୭
୧୯. ପୂଜ୍ୟପୂଜା ସାରସ୍ବତ ସମ୍ମାନ (କ୍ଷୁଦ୍ରଗଳ୍ପ ପାଇଁ), ପୂଜ୍ୟପୂଜା ଅନୁଷ୍ଠାନ, ବାରିପଦା, ମୟୂରଭଞ୍ଜ, ୨୦୧୭
୨୦. ଜାତୀୟ ଯୁବ ପୁରସ୍କାର, ଭାରତୀୟ ଭାଷା ପରିଷଦ, କୋଲକାତା, ୨୦୧୭
୨୧. ହାଜି ଆସ୍ରଫ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର (କ୍ଷୁଦ୍ରଗଳ୍ପ ପାଇଁ), ଫକୀର ମୋହନ ସାହିତ୍ୟ ପରିଷଦ, ବାଲେଶ୍ବର, ୨୦୧୮
୨୨. ଓଡ଼ିଶା ସାମ୍ବାଦିକ ଗୌରବ ସମ୍ମାନ, କେନ୍ଦୁଝର ସାମ୍ବାଦିକ ସଂଘ, କେନ୍ଦୁଝର, ୨୦୧୮
୨୩. ବଳାଙ୍ଗୀ ସମ୍ମାନ, ବଳାଙ୍ଗୀ ମହୋତ୍ସବ ସମିତି, ବାରିପଦା, ୨୦୧୮
୨୪. ଆଦିବାସୀ ଭାଷା ଯୁବ ପ୍ରେରଣା ସମ୍ମାନ, ‘ଦି ଇଣ୍ଟେଲେକ୍ଟସ’, ନୂଆଦିଲ୍ଲୀ, ୨୦୧୯
୨୫. ତପସ୍ୟା ସୃଜନ ପୁରସ୍କାର, ତପସ୍ୟା ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ବର, ୨୦୨୧
୨୬. ଅକ୍ଷୟ ଉପନ୍ୟାସ ପୁରସ୍କାର, ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ବର, ୨୦୨୨
୨୭. ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ସମ୍ମାନ, ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ, ଫୁଲବାଣୀ, ୨୦୨୨
୨୮. କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସମ୍ମାନ, କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦ, ୨୦୨୨
୨୯. ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ, ନିମାପଡ଼ା ସାହିତ୍ୟ ସଂସଦ, ନିମାପଡ଼ା, ୨୦୨୨
୩୦. ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର, କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ, କେନ୍ଦ୍ରାପଡ଼ା, ୨୦୨୩
୩୧. ଦ୍ବାବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ସମ୍ମାନ, କେନ୍ଦ୍ରାପଡ଼ା, ୨୦୨୫
୩୨. ଜଗବନ୍ଧୁ ସିଂହ ଯୁବ ସ୍ମୃତି ସମ୍ମାନ, ଜଗବନ୍ଧୁ ସିଂହ ମେମୋରିଆଲ ଟ୍ରଷ୍ଟ, ଭୁବନେଶ୍ବର, ୨୦୨୫
ପ୍ରକାଶିତ ପୁସ୍ତକ
କବିତା
୧. ମାଟିଗୀତ
(ଓଡ଼ିଆ କବିତା ସଂକଳନ, ପ୍ରକାଶକ: ପାଇନ ବୁକ୍ସ, ତୁଳସୀପୁର, କଟକ, ପ୍ରକାଶ କାଳ: ୨୦୦୩)
୨. ଭାଗବତ ଟୁଙ୍ଗି
(ଓଡ଼ିଆ କବିତା ସଂକଳନ, ପ୍ରକାଶକ: କ୍ରିଏଟିଭ ଓଡ଼ିଶା, କେନ୍ଦ୍ରାପଡ଼ା, ପ୍ରକାଶ କାଳ: ୨୦୧୦)
୩. ଆଞ୍ଜୁଳାଏ ନିବିଡ଼ତା
(ଓଡ଼ିଆ କବିତା ସଂକଳନ, ପ୍ରକାଶ ଅପେକ୍ଷାରେ)
କ୍ଷୁଦ୍ରଗଳ୍ପ
୧. ତନୁଜା ବଳକୁ ନେଇ ଯେତେସବୁ ବେକାରିଆ ଗପ
(ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ, ପ୍ରକାଶକ: ଇଙ୍କ୍ ଓଡ଼ିଶା, ଭୁବନେଶ୍ବର, ପ୍ରଥମ ପ୍ରକାଶ କାଳ: ୨୦୦୪)
୨. ଭିଟାମିନ୍
(ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ, ପ୍ରକାଶକ: ପଶ୍ଚିମା ପବ୍ଲିକେଶନ୍ସ, ଭୁବନେଶ୍ବର, ପ୍ରଥମ ପ୍ରକାଶ କାଳ: ୨୦୦୬)
୩. ଡୁମା ଦେବତା ଓ ଅନ୍ୟାନ୍ୟ ଗପ
(ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ, ପ୍ରକାଶକ: କ୍ରିଏଟିଭ୍ ଓଡ଼ିଶା, କେନ୍ଦ୍ରାପଡ଼ା, ପ୍ରଥମ ପ୍ରକାଶ କାଳ: ୨୦୧୭)
୪. ପେଡ୍ ଗାର୍ଲଫ୍ରେଣ୍ଡ
(ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ, ପ୍ରକାଶକ: ବ୍ଲାକ୍ ଈଗଲ ବୁକ୍ସ, ଆମେରିକା, ପ୍ରକାଶକାଳ: ୨୦୨୧)
୫. କୁଏଞ୍ଜୁ
(ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ, ପ୍ରକାଶକ: ପେନ୍ ଇନ୍ ବୁକ୍ସ, ଭୁବନେଶ୍ବର, ପ୍ରକାଶ କାଳ: ୨୦୨୩)
୬. ମଣିଷକୁ ନେଇ ଯେତେସବୁ ପରମାଣୁ ଗପ
(ଓଡ଼ିଆ ଅତି କ୍ଷୁଦ୍ର ଗଳ୍ପ ସଂକଳନ, ପ୍ରକାଶକ: ପୂର୍ବୀ ପବ୍ଲିକେଶନ୍ସ, ଭୁବନେଶ୍ବର, ପ୍ରକାଶ କାଳ: ୨୦୨୫)
୭. କମ୍ବିଂ ଅପରେସନ
(ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ, ପ୍ରକାଶକ: ପଶ୍ଚିମା ପବ୍ଲିକେଶନ୍ସ, ଭୁବନେଶ୍ବର, ପ୍ରକାଶ କାଳ: ୨୦୨୫)
୮. ଦାସ ଖିଲର ଘୋଡ଼ା
(ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ, ପ୍ରକାଶକ: ପଶ୍ଚିମା ପବ୍ଲିକେଶନ୍ସ, ଭୁବନେଶ୍ବର, ପ୍ରକାଶ କାଳ: ୨୦୨୬)
ଉପନ୍ୟାସ
୧. ବୁଢ଼ାବଳଙ୍ଗର ମାଝି
(ଓଡ଼ିଆ ଉପନ୍ୟାସ, ପ୍ରକାଶକ: ପଶ୍ଚିମା ପବ୍ଲିକେଶନ୍ସ, ଭୁବନେଶ୍ବର, ପ୍ରକାଶ କାଳ: ୨୦୧୯)
୨. ଧରଣୀପେନୁ
(ଓଡ଼ିଆ ଉପନ୍ୟାସ, ପ୍ରକାଶକ: ପକ୍ଷୀଘର ପ୍ରକାଶନୀ, ଭୁବନେଶ୍ବର, ପ୍ରକାଶ କାଳ: ୨୦୨୩)
୩. ଗୋବରୀ ନଈର ଗୀତ
(ଓଡ଼ିଆ ଉପନ୍ୟାସ, ପ୍ରକାଶକ: ପଶ୍ଚିମା ପବ୍ଲିକେଶନ୍ସ, ଭୁବନେଶ୍ବର, ପ୍ରକାଶ କାଳ: ୨୦୨୪)
ଗବେଷଣା ଓ ପ୍ରବନ୍ଧ
୧. ନବରଙ୍ଗପୁର ଜିଲ୍ଲାର ସଂସ୍କୃତି ଓ ପର୍ଯ୍ୟଟନ
(ଐତିହ୍ୟ ଗବେଷଣା, ପ୍ରକାଶକ: ପ୍ରଜ୍ଞା ପାରମିତା, କେନ୍ଦ୍ରାପଡ଼ା, ପ୍ରକାଶ କାଳ: ୨୦୦୭)
୨. ବଣ ଡଙ୍ଗରର ଗପ
(ଜନଜାତି ଲୋକକାହାଣୀ ସଂକଳନ, ପ୍ରକାଶକ: ପ୍ରଜ୍ଞା ପାରମିତା, କେନ୍ଦ୍ରାପଡ଼ା, ପ୍ରକାଶ କାଳ: ୨୦୦୭)
୩. ପରଜା ଜୀବନ ଓ ସଂସ୍କୃତି
(ଜନଜାତି ଗବେଷଣା, ପ୍ରକାଶକ: ପ୍ରଜ୍ଞା ପାରମିତା, କେନ୍ଦ୍ରାପଡ଼ା, ପ୍ରକାଶ କାଳ: ୨୦୦୭)
4. Tales from Hill and Jungle
(Anthology of Tribal Folk Tales of Koraput Region, Published by creative Odisha, Kendrapada, 2009)
୫. ଆଦିବାସୀ ନାଚ ଓ ଗୀତ
(ଜନଜାତି ଗବେଷଣା, ପ୍ରକାଶକ: କ୍ରିଏଟିଭ ଓଡ଼ିଶା, କେନ୍ଦ୍ରାପଡ଼ା, ପ୍ରକାଶ କାଳ: ୨୦୧୨)
୬. ଐତିହ୍ୟ, ସଂସ୍କୃତି ଓ ପର୍ଯ୍ୟଟନ: କେନ୍ଦୁଝର
(ଐତିହ୍ୟ ଗବେଷଣା, ପ୍ରକାଶକ: କ୍ରିଏଟିଭ ଓଡ଼ିଶା, କେନ୍ଦ୍ରାପଡ଼ା, ପ୍ରକାଶ କାଳ: ୨୦୧୨)
୭. ଜୁଆଙ୍ଗ ପର୍ବପର୍ବାଣି
(ଜନଜାତି ଗବେଷଣା, ପ୍ରକାଶକ: କ୍ରିଏଟିଭ ଓଡ଼ିଶା, କେନ୍ଦ୍ରାପଡ଼ା, ପ୍ରକାଶ କାଳ: ୨୦୧୪)
୮. ଗୋନାସିକା ନନ୍ଦିନୀ: ବୈତରଣୀ
(ନଦୀ ଗବେଷଣା, ପ୍ରକାଶକ: କ୍ରିଏଟିଭ୍ ଓଡ଼ିଶା, କେନ୍ଦ୍ରାପଡ଼ା, ପ୍ରକାଶ କାଳ: ୨୦୧୫)
୯. ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ବ: ମୟୂରଭଞ୍ଜ
(ଐତିହ୍ୟ ଗବେଷଣା, ପ୍ରକାଶକ: କ୍ରିଏଟିଭ ଓଡ଼ିଶା, କେନ୍ଦ୍ରାପଡ଼ା, ପ୍ରକାଶ କାଳ: ୨୦୧୭)
୧୦. ଓଡ଼ିଶାର ନଦନଦୀ
(ନଦୀ ଗବେଷଣା, ପ୍ରକାଶକ: ପେନ୍ ଇନ୍ ବୁକ୍ସ, ଭୁବନେଶ୍ବର, ପ୍ରକାଶ କାଳ: ୨୦୨୨)
୧୧. ଜନଜାତି ଓଡ଼ିଶା
(ଜନଜାତି ଗବେଷଣା, ପ୍ରକାଶକ: ସତ୍ୟ ନାରାୟଣ ବୁକ୍ ଷ୍ଟୋର, ବିନୋଦ ବିହାରୀ, କଟକ, ୨୦୨୬)
୧୨. ବାଥୁଡ଼ି ମୌଖିକ ସାହିତ୍ୟ ପରମ୍ପରା
(ଜନଜାତି ଗବେଷଣା, ପ୍ରକାଶ ଅପେକ୍ଷାରେ)
୧୩. ପ୍ରାଚୀ ଉପତ୍ୟକାର ଶିଳାଯାତ୍ରା
(ନଦୀ ଓ ଐତିହ୍ୟ ଗବେଷଣା, ପ୍ରକାଶ ଅପେକ୍ଷାରେ)